17.1 C
Bhubaneswar
Sunday, February 8, 2026
Homeଓଡିଶାବାଣ ବିସ୍ଫୋରଣରେ ଜଳିଗଲା କାର

ବାଣ ବିସ୍ଫୋରଣରେ ଜଳିଗଲା କାର

କଟକ: ବାଣ ବିସ୍ଫୋରଣରେ  ରାସ୍ତା ମଝିରେ କାରଟି ସମ୍ପୁର୍ଣ୍ଣ ଜଳିଯାଇଛି । ଏଭଳି ଅଘଟଣ କଟକର  ପିଠାପୁର ଅଞ୍ଚଳରେ  ଘଟିଛି ।  କାରଟି ହଠାତ ନିଆଁଲାଗି ବିସ୍ଫୋରଣ ହୋଇଯାଇଥିଲ।। ନିଆଁ ଚାରିଆଡେ ବ୍ୟାପି  ପାଖରେ ଥିବା ଏକ ଟିଣ ଛାତ ଘର ମଧ୍ୟ ପୋଡିଯାଇଥିଲା ।  ସୂଚନା ପାଇ  କଟକ  ଅଗ୍ନିଶମ  ବିଭାଗ  ଘଟମାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking