16.1 C
Bhubaneswar
Sunday, December 7, 2025
Homeଓଡିଶାବିଜେପି ଏକପାଖିଆ ଜିତିବ: ଜୟନାରାୟଣ

ବିଜେପି ଏକପାଖିଆ ଜିତିବ: ଜୟନାରାୟଣ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ବିଜେପିର ବିଜୟ ହେବ କହିଲେ ଜୟନାରାୟଣ । ଆହୁରି କହିଛନ୍ତି, ରାଜନୀତି ମୋଡ ନେଉଛି ବିଜେଡି ବିଲୁପ୍ତ ହେବ । ବିଜେଡିକୁ ବଞ୍ଚେଇ ରଖିବା ପାଇଁ ଚାହୁଁଛନ୍ତି,  କେନ୍ଦ୍ରୀୟ ନେତୃତ୍ୱ । ଆମେ ମଧ୍ୟ ଚାହୁଁନାହୁଁ ବିଜେଡି ବିଲୁପ୍ତ ହୋଇଯାଉ ।  ନୂଆପଡାରେ ବିଜେପି ଏକପାଖିଆ ଜିତିବ ।  ବିଜେଡି ପାଖେ ପ୍ରାର୍ଥୀ ନଥିଲା, ଜିଲ୍ଲା ଡେଇଁ   ଅତାବିରାରୁ ପ୍ରାର୍ଥୀ କଲେ । ବିଜେଡି ଲଢିବା ଭଳି ଲାଗୁନି,  କେବଳ ଫିଲ ଅନ ଦ ବ୍ଲାଙ୍କସ ।  କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି, ପ୍ରାର୍ଥୀଙ୍କୁ ବହିଷ୍କାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking