22.1 C
Bhubaneswar
Sunday, February 15, 2026
Homeଓଡିଶାମହାନଦୀକୁ ଡେଇଁ ପଡିଲେ ଯୁବକ

ମହାନଦୀକୁ ଡେଇଁ ପଡିଲେ ଯୁବକ

କଟକ: ମୁଣ୍ଡୁଳୀ ବ୍ୟାରେଜ ଛକରେ  ସନ୍ଦେହଜନକ ଭାବେ କଳା ରଙ୍ଗର କାର ରଖି ଯୁବକ ନିଖୋଜ । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ଓଡ୍ରାଫ ଟିମ ସହ ପହଞ୍ଚି  ମହାନଦୀ ପାଣିକୁ ଡେଇଁ ନିଖୋଜ ସନ୍ଦେହରେ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । ନିଖୋଜ ଯୁବକ ଭୁବନେଶ୍ୱର ନୟାପଲ୍ଲୀ  ଅଞ୍ଚଳରେ ଶକ୍ତିକାନ୍ତ ସାହୁ ବୋଲି ପୋଲିସ ଜାଣିବାକୁ ପାଇଛି । ତେବେ ଯୁବକ ନଦୀକୁ ଡେଇଁଥନ୍ତି ନାଁ ନିଖୋଜ ହୋଇଛନ୍ତି ତାହା ଏଯାଏଁ ଜଣାପଡିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking