30.1 C
Bhubaneswar
Thursday, February 5, 2026
Homeଓଡିଶାବାଲିଯାତ୍ରାରେ ଧମାକା କରିବ ବଲିଉଡ ନାଇଟ  

ବାଲିଯାତ୍ରାରେ ଧମାକା କରିବ ବଲିଉଡ ନାଇଟ  

ଭୁବନେଶ୍ୱର: ଚଳିତବର୍ଷ କଟକ ବାଲିଯାତ୍ରାରେ ଧମାକା କରିବ   ବଲିଉଡ ନାଇଟ । ଶ୍ରେୟା ଘୋଷାଲ, ହର୍ଷଦୀପ କୌର, ଋଷି ସିଂଙ୍କ ଗୀତରେ ଝୁମିବେ ଦର୍ଶକ । ଏହା ବ୍ୟତୀତ ଓଲିଉଡରେ ୧୪ ଜଣ ନାମକରା ଗାୟକ ମଧ୍ୟ ସାମିଲ ହେବେ । ଉଭୟ ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ହେବ କାର୍ଯ୍ୟକ୍ରମ । ବାଲିଯାତ୍ରାରେ ୪ଟି ପ୍ରବେଶ ପଥ ଓ ୯ଟି ପ୍ରସ୍ଥାନ ପଥ ରହିବ ।  ଏହା ସବୁ ବ୍ୟତୀତ ଜରୁରୀକାଳୀନ ପ୍ରସ୍ଥାନ ପାଇଁ ୬ଟି ଗେଟ ରହିବ । ସେହିପରି କଟକ ଇନ କଟକରେ ଓଡିଆ ଭାଷା ଓ ଓଡିଆ  ସାହିତ୍ୟ ଥିମ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking