20.1 C
Bhubaneswar
Sunday, December 7, 2025
Homeଓଡିଶାମମତାଙ୍କୁ ପୋଲିସ ମାନୁନାହାନ୍ତି: ମନମୋହନ

ମମତାଙ୍କୁ ପୋଲିସ ମାନୁନାହାନ୍ତି: ମନମୋହନ

ଭୁବନେଶ୍ୱର: ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କହିଲେ , ମମତା ନାମକୁ ମାତ୍ର ଶାସନ ବ୍ୟବସ୍ଥାରେ ବସିଛନ୍ତି । ଜଣେ ମହିଳା ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ମଧ୍ୟ ସୁରକ୍ଷା ଦେଇପାରୁନାହାନ୍ତି ।  ମମତାଙ୍କ ହାତରେ କ୍ଷମତା ନାହିଁ, ତାଙ୍କୁ ପୋଲିସ ମାନୁନାହାନ୍ତି । ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡିଛି ।  ମମତା ବାନାର୍ଜୀ ଯେଭଳି ପ୍ରତିକ୍ରିୟା ରଖିଲେ ତାହା ମଧ୍ୟ ଦୁର୍ଭାଗ୍ୟ ଜନକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking