ଭୁବନେଶ୍ୱର: ଦିଲ୍ଲୀରୁ ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନୂଆପଡା ଉପନିର୍ବାଚନ ପୂର୍ବରୁ ଦିଲ୍ଲୀରୁ ପେରିଲେ ନବୀନ । ଗତ ୭ ତାରିଖରେ ଯାଇଥିଲେ ନବୀନ । ନୂଆପଡା ଉପନିର୍ବାଚନରେ କେଉଁ ଦଳ ବାଜିମାତ ମାରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।