18.1 C
Bhubaneswar
Saturday, December 6, 2025
Homeଓଡିଶାସରକାରଙ୍କ ସହ ନୂଆପଡାବାସୀ: ମନ୍ତ୍ରୀ

ସରକାରଙ୍କ ସହ ନୂଆପଡାବାସୀ: ମନ୍ତ୍ରୀ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବୟାନ ରଖିଛନ୍ତି । କହିଛନ୍ତି, ନୂଆପଡାବାସୀଙ୍କ  ମାନସିକତା ସରକାରଙ୍କ  ସହ ରହିବେ । ସରକାରଙ୍କ ଉପରେ  ନୂଆପଡାବାସୀଙ୍କ ଭରସା । ମୁଖ୍ୟମନ୍ତ୍ରୀ ଗସ୍ତ କରି ଗରିବ, ଆଦିବାସୀଙ୍କ ସମସ୍ୟା ବୁଝିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତପରେ ବିରୋଧୀ ଏବେ ଛାନିଆ । କଂଗ୍ରେସ କଣ କରିଛି ଜନସାଧାରଣ ଜାଣିଛନ୍ତି । ବିଜେଡି ପଦଯାତ୍ରାର ପ୍ରଭାବ ପଡିବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking