23.1 C
Bhubaneswar
Tuesday, February 3, 2026
Homeଓଡିଶାଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ

ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ବେଲଗୁଣ୍ଠା ଏନଏସି  କାର୍ଯ୍ୟନିର୍ବାହୀ ଅଧିକାରୀ । କାର୍ଯ୍ୟ ନିର୍ବାହୀ ଅଧିକାରୀ  ଓଏଏସ  ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ । ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଓ ଏରିୟର କରାଇଦେବାକୁ କହି ଲାଞ୍ଚ ନେଉଥିଲେ। ସେତିକିବେଳେ ଭିଜିଲାନ୍ସ ହାବୁଡରେ ଧରାପଡିବା ପରେ ବନମାଳୀଙ୍କ ୩ଟି ସ୍ଥାନରେ ରେଡ ଆରମ୍ଭ କରିଛି  ଭିଜିଲାନ୍ସ ଟିମ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking