25.1 C
Bhubaneswar
Thursday, February 5, 2026
Homeଓଡିଶାବାଲେଶ୍ୱରରେ କର୍ଫ୍ୟୁ ଖବର ମିଛ: ଏସପି

ବାଲେଶ୍ୱରରେ କର୍ଫ୍ୟୁ ଖବର ମିଛ: ଏସପି

ବାଲେଶ୍ୱର: ବାଲେଶ୍ୱରରେ କର୍ଫ୍ୟୁ ଖବର ମିଛ କହିଲେ ଏସପି।  ଦୀପାବଳି ପୂର୍ବରୁ ବାଲେଶ୍ୱରରେ କଟକଣା ଜାରି। ଜିଲ୍ଲାରେ କୌଣସି କର୍ଫ୍ୟୁ ଜାରି ହୋଇନି। ରାତିରେ ଦୋକାନ ଓ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବ । ରାତି ୧୦ଟାରୁ ସକାଳ ୬ଟା ଯାଏଁ ବନ୍ଦ ରହିବ। ଏନେଇ ଏକ୍ସରେ ସୂଚନା ଦେଲେ ବାଲେଶ୍ୱର ଏସପି।  ଏହି କଟକଣା ଅକ୍ଟୋବର ୨୧ ଯାଏଁ ବଳବତ୍ତର ରହିବ। ସହରରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବାକୁ ଏଭଳି ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ  ସହରରେ  କିଛି ଦୋକାନ ଖୋଲା ରହୁଥିବା  ଓ ଏକାଧିକ ଲୋକ ଉପସ୍ଥିତ ରହୁଥିବା ନେଇ ଜିଲ୍ଲା ପ୍ରଶାସନ ନଜରକୁ ଆସିଥିଲା । ଏଣୁ  ଏହାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କଟକଣା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking