27.1 C
Bhubaneswar
Saturday, December 6, 2025
Homeଓଡିଶାକଟକରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

କଟକରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

କଟକ: କଟକରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି । ଆସନ୍ତାକାଲି ସଂଧ୍ୟା ୭ଟା ଯାଏଁ କଟକଣା ବଳବତ୍ତର ରହିବ । ଜିଲ୍ଲାପାଳଙଅକ ସୁପାରିସ୍ ଅନୁସାରେ ଗୃହ ବିଭାଗ ପକ୍ଷରୁ କଟକଣା ବୃଦ୍ଧି କତରାଯାଇଥିବା ନେଇ ସୂଚନା ମିଳଛି । ସିଏମସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର ରହିବ । ପୂର୍ବ ପରି ହ୍ୱାଟ୍ସଆପ୍‌, ଫେସ୍ୱୁତ୍‌, ଏକ୍ସ, ଇନଷ୍ଟାଗ୍ରାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ସେବା, ବ୍ୟାଙ୍କ, ରେଲୱେ ଆଦି ପାଇଁ କଟକଣା ମନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking