16.1 C
Bhubaneswar
Thursday, February 5, 2026
Homeଓଡିଶାଏବେ ମିଶି ଦୁର୍ନୀତି କରୁଛନ୍ତି: ଭକ୍ତ ଦାସ

ଏବେ ମିଶି ଦୁର୍ନୀତି କରୁଛନ୍ତି: ଭକ୍ତ ଦାସ

ଭୁବନେଶ୍ୱର: ଏସଆଇ ପରୀକ୍ଷା ମହାଘୋଟାଲା ଘଟଣା । କୌଣସି ଗୋଟିଏ ବି ପରୀକ୍ଷାରେ ସ୍ୱଚ୍ଛତା ନାହିଁ କହିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଏହା ସହ କହିଲେ ଗତ ସରକାରରେ ଯେଉଁମାନେ ଚାବି ଧରିଥିଲେ, ଏବେ ବି ସେହିମାନେ ଧରିଛନ୍ତି । ବିଜେଡିକୁ ଗାଳି ଦେଇ ସରକାରକୁ ଆସିଲେ, ଏବେ ତାଙ୍କ ସହ ମିଶି ଦୁର୍ନୀତି କରୁଛନ୍ତି । ଏସଆଇ ପରୀକ୍ଷା କେଳେଙ୍କାରୀର ବିଚାର ବିଭାଗୀୟ କିମ୍ବା ସିବିଆଇ ତଦନ୍ତ ହେଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking