18.1 C
Bhubaneswar
Wednesday, February 4, 2026
Homeଓଡିଶାଶଳାକୁ ବୀଭତ୍ସ ଭାବେ ହତ୍ୟା କଲା ଭିଣେଇ

ଶଳାକୁ ବୀଭତ୍ସ ଭାବେ ହତ୍ୟା କଲା ଭିଣେଇ

ଯାଜପୁର: ଶଳାକୁ ବ୍ଲେଡରେ କାଟି ଭିଣେଇକୁ ବୀଭତ୍ସ ଭାବେ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ପନାସିଆ ଗ୍ରାମରେ ଘଟିଛି । ପାରିବାରିକ କଳହରୁ ଏଭଳି କରୁଣ ପରିଣତି । ଲସି ପିଇବାକୁ ଡାକି ନେଇ ଶଳାର ବେକ ଓ ଯୌନାଙ୍ଗ କାଟିଲା ଭିଣେଇ । ଏଭଳି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଭିଣେଇ ଫେରାର ହୋଇଯାଇଛି । ଏନେଇ ସ୍ଥାନୀୟ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟମାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking