31.1 C
Bhubaneswar
Thursday, April 30, 2026
Homeଓଡିଶାରାଜ୍ୟରେ ବନ୍ୟା ଆଶଙ୍କା ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ କହିଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ବଂଶଧାରା ନଦୀ ଛଡା ଅନ୍ୟ କୌଣସି ନଦୀରେ ବନ୍ୟାସ୍ଥିତି ନାହିଁ ।  କାଶୀନଗର ନିକଟରେ ବଂଶଧାରା ବିପଦ ସଂକେତ ଉପରେ ପ୍ରବାହିତ । କାଶୀନଗରରେ ବଂଶଧାରା ୫୫.୨୪ ମିଟରରେ ପ୍ରବାହିତ ହେଉଛି । ତଳିଆ ଅଞ୍ଚଳ ପ୍ରବାହିତ ହେବା ଆଶଙ୍କାରେ ପ୍ରଶାସନ ସଜାଗ ରହିଛି । ହୀରାକୁଦରେ ଜଳସ୍ତର ବଢୁଛି କିନ୍ତୁ ମହାନଦୀରେ ବନ୍ୟାସ୍ଥିତି ନାହିଁ । ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବଢିବ, ହେଲେ ବନ୍ୟା ହେବନି । ଏବେ ୯ଟି ଗେଟ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି । ରେଙ୍ଗାଲି, ଇନ୍ଦ୍ରାବତୀ, କୋଲାବ ଜଳଭଣ୍ଡାରରେ ଜଳସ୍ତର ସ୍ଥିର ରହିଛି । ୮୯ ବ୍ଲକରେ ବର୍ଷା  ରେକର୍ଡ ହୋଇଛି, କିନ୍ତୁ ବନ୍ୟା ଆଶଙ୍କା ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking