33.2 C
Bhubaneswar
Thursday, June 25, 2026
Homeଓଡିଶାଅଜଣା ଗାଡି ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଡୁଙ୍ଗୁରିପାଲି ଗ୍ରାମର ରେଖା ଦଣ୍ଡସେନା ବୟସ ଗୁରୁବାର ସକାଳୁ ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ବେଳେ ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଛି । ପାଇକମାଳ ଠାରୁ ନୂଆପଡା ରାସ୍ତାର ଲଉଡ଼ମାଲ ଛକରେ ଏହି ଅଭାବନୀୟ ଘଟଣା ଘଟିଛି।କୋଣସି ଏକ ଅଜଣା ଗାଡି ଗୁରୁବାର ସକାଳ ୫ଟାରେ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ପରେ ଘରଲୋକ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଥିଲେ ହେଲେ ତାଙ୍କର ଜୀବନ ନଥିଲା।ଏବେ ତାଙ୍କ ମୃତ୍ୟୁଦେହକୁ ବ୍ୟବଛେଦ ପାଇଁ ପଦ୍ମପୁର ଅଣାଯାଇଛି। ପୁଲିସ ଧକ୍କା ଦେଇ ଚାଲିଯାଇଥିବା ଗାଡ଼ିର ସନ୍ଧାନ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking