19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶବିଜାପୁରରେ ମାଓ କ୍ୟାମ୍ପ ଠାବ

ବିଜାପୁରରେ ମାଓ କ୍ୟାମ୍ପ ଠାବ

ରାୟପୁର: ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ  ବଡ ଧରଣର ମାଓ କ୍ୟାମ୍ପ ଠାବ ହୋଇଛି । ସର୍ଚ୍ଚ ଅପରେସନ ବେଳେ ସିଆରପିଏଫ କୋବ୍ରା ଯବାନଙ୍କୁ ସଫଳତା ମିଳିଛି । ଜଙ୍ଗଲ ଭିତରୁ ବିପୁଳ ମାଓ ବିସ୍ଫୋରକ ଓ ବନ୍ଧୁକ ଜବତ ହୋଇଛି । ବଡ ଧରଣର ବିସ୍ଫୋରଣ  ଘଟାଇବା ପାଇଁ ଯୋଜନା କରୁଥିଲେ ମାଓବାଦୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking