ଭୁବନେଶ୍ୱର: ଗୋବିନ୍ଦ ସାହୁଙ୍କ ଝିଅ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ବିଜେଡି ନେତା ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ରଖିଛନ୍ତିା କହିଛନ୍ତି, ଯାହାଙ୍କ ପାଖରେ ଅଭିଯୋଗ ଆଣିଛନ୍ତି , ସେମାନେ ନିଷ୍ପତ୍ତି ନେବେ । ସରକାର ପରିବର୍ତ୍ତନ ପରେ ବିଭିନ୍ନ କଥାକୁ ଉଖୁରାଉଛନ୍ତି । ପୁରୁଣା ଫାଇଲ ଖୋଲିଲେ , ସତ୍ୟକୁ କେହି ଉଖୁରାଇ ପାରିବେନି । ବିଜେଡି ପାଇଁ ଅଡୁଆ ହେବ କି ନାହିଁ ସମୟ କହିବ ।










