25.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶଅବସର ନେଲା ବାୟୁସେନାର ଲଢୁଆ ବିମାନ ‘ମିଗ-୨୧’

ଅବସର ନେଲା ବାୟୁସେନାର ଲଢୁଆ ବିମାନ ‘ମିଗ-୨୧’

ନୂଆଦିଲ୍ଲୀ: ବାୟୁସେନାର ଲଢୁଆ ବିମାନ ‘ମିଗ-୨୧’ ନେଲା ଅବସର । ଚଣ୍ଡିଗଡ ବାୟୁସେନା ଘାଟିରେ ସ୍ୱତନ୍ତ୍ର ସେବା ନିବୃତ୍ତ ଉତ୍ସବ । ସେବା ଅବସର ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦୀର୍ଘ ୬ ଦଶନ୍ଧି ଧରି ସେବା ଯୋଗାଉଥିଲା ‘ମିଗ-୨୧’ ।୧୯୬୩ରେ ରୁଷିଆଠାରୁ କିଣାଯାଇଥିଲା ‘ମିଗ-୨୧’ । ପ୍ରଥମ ସ୍କ୍ୱାଡନ ଚଣ୍ଡିଗଡରେ ସ୍ଥାପନ କରାଯାଇଥିଲା । କାରଗିଲ ଯୁଦ୍ଧ ବେଳେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଥିଲା । ଚଣ୍ଡିଗଡ ବାୟୁସେନା ଘାଟିରେ ‘ମିଗ-୨୧’ ର ଶେଷ ଉଡାଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking