ଭୁବନେଶ୍ୱର: ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ ପରେ ଜବାବ ଦେଲେ ପ୍ରମିଳା ମଲ୍ଲିକ । ନିର୍ବାଚନ ବିଷୟରେ ନିୟମ କଣ ଆମେ ତାଙ୍କ ଠୁ ଶିଖିବୁ । କେତେ ଆସିବେ କେତେ ଯିବେ । ଯିଏ ବିଶୃଙ୍ଖଳା କରିବ ବିଦା ହେବ । ସିଏ ମ୍ୟାଡାମ କଣ କି ? ଜଣକ ପାଇଁ ଏତେ ଚର୍ଚ୍ଚା କାହିଁକି ? ତାଙ୍କୁ କେହି ବ୍ୟବହାର କରିନାହାନ୍ତି, ସିଏ ଦଳକୁ ବ୍ୟବହାର କରିଛନ୍ତି । ଦଳ କ୍ଷମତାରୁ ଗଲା ପରେ ତାଙ୍କୁ ଆହୁରି କ୍ଷମତା ଦରକାର ଥିଲା । ନବୀନ ବାବୁ ଆଗରୁ ଭଲ ଥିଲେ, ଏବେ କଣ ଖରାପ ହୋଇଗଲେ । ଶ୍ରୀମୟୀଙ୍କ ପ୍ରତି କୌଣସି ଅନ୍ୟାୟ ହୋଇନି କହିଛନ୍ତି ପ୍ରମିଳା ।










