18.1 C
Bhubaneswar
Tuesday, December 9, 2025
Homeଓଡିଶାବଜ୍ରଘାତ: ମହିଳାଙ୍କ ସମେତ ୬ ଛେଳି ମୃତ

ବଜ୍ରଘାତ: ମହିଳାଙ୍କ ସମେତ ୬ ଛେଳି ମୃତ

ଅନୁଗୁଳ: ଅନୁଗୁଳରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ବଜ୍ରାଘାତରେ ମହିଳାଙ୍କ ସମେତ ୬ ଛେଳି ମୃତ୍ୟୁବରଣ କରିଛନ୍ତି । ଛେଳି ଚରଉଥିବା ବେଳେ ଘଟିଲା ବଜ୍ରାଘାତରେ । ବଜ୍ରାଘାତର ଶିକାର ହୋଇ ଚାଲିଗଲା ଜୀବନ । ଏହି ଅଘଟଣଟି ଜରପଡ ଥାନା ପରା ଗାଁରେ ଘଟିଛି । ଘଟଣା ପରେ ପରିବାର ଏବଂ ଗାଁରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking