21.1 C
Bhubaneswar
Tuesday, February 3, 2026
Homeଓଡିଶାଏସଓପି ଅନୁସାରେ ଅଳଙ୍କାର ସ୍ଥାନାନ୍ତରଣ ହେଉଛି: ମନ୍ତ୍ରୀ

ଏସଓପି ଅନୁସାରେ ଅଳଙ୍କାର ସ୍ଥାନାନ୍ତରଣ ହେଉଛି: ମନ୍ତ୍ରୀ

ଭୁବନେଶ୍ୱର: ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତରଣ । ଏନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି, ସରକାରଙ୍କ ପ୍ରସ୍ତୁତ  ଏସଓପି ଅନୁସାରେ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ କରାଯାଉଛି ।  କିଛି ତ୍ରୁଟି ନରହିବା ପାଇଁ ସ୍ଥାନାନ୍ତର କାର୍ଯ୍ୟର ଭିଡିଓ ରେକର୍ଡିଂ କରାଯାଉଛି । ରତ୍ନ ଭଣ୍ଡାର କମିଟି, ହାଇ ପାୱାର କମିଟିର ନିଷ୍ପତ୍ତିରେ ଗଣତି ମଣତି ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିରରେ ବନ୍ଦ ହୋଇଛି ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିଛି । ଶ୍ରୀମନ୍ଦିର ଭିତରକୁ ଯାଇଛି ମେଟାଲ ଡିଟେକ୍ଟର । ପୋଲିସ ପକ୍ଷରୁ ଅତ୍ୟାଧୁନିକ ମସିନ ମଧ୍ୟ ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking