28.9 C
Bhubaneswar
Sunday, June 21, 2026
Homeଓଡିଶାହାତୀ ମଣିଷ ଲଢେଇରେ ଯାଇଛି ୪୫ ଜୀବନ

ହାତୀ ମଣିଷ ଲଢେଇରେ ଯାଇଛି ୪୫ ଜୀବନ

ଭୁବନେଶ୍ୱର: ହାତୀ ମଣିଷ ଲଢେଇରେ ଯାଇଛି  ୪୫ ଲୋକଙ୍କ ଜାବନ ।  ଗତ ସାଢେ ୪ ମାସରେ ହାତୀ ଆକ୍ରମଣରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ସାଢେ ୪ ମାସରେ ମୃତ୍ୟୁ ବରଣ କରିଛନ୍ତି ୯ଟି ହାତୀ । ବିଦ୍ୟୁତ ଆଘାତରେ ୭ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଟ୍ରେନ ଦୁର୍ଘଟଣାରେ  ଗୋଟିଏ ହାତୀର ମୃତ୍ୟୁ ହୋଇଛି । ଏନେଇ ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ  ଉତ୍ତର ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking