17.1 C
Bhubaneswar
Tuesday, December 9, 2025
Homeଓଡିଶାଟ୍ୟାକ୍ସି ଡ୍ରାଇଭର ମୃତ: ୪ ଗିରଫ

ଟ୍ୟାକ୍ସି ଡ୍ରାଇଭର ମୃତ: ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ମାମଲା । ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ପ୍ରେସମିଟ କରି ସ୍ପଷ୍ଟ କଲେ  ପୋଲିସ କମିଶନର।କହିଛନ୍ତି, ଗିରଫ ୪ ଜଣ ଗଜପତି ଜିଲ୍ଲାର। ଆହୁରି ଗିରଫ ହେବାର ସମ୍ଭାବନା ରହିଛି।  ଅପହରଣ, ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି । ଚାକିରି ଦେବାକୁ କହି ଏମାନଙ୍କଠୁ ଟଙ୍କା ଓ ଡକ୍ୟୁମେଣ୍ଟ ନିଆଯାଇଥିଲା।ଟଙ୍କା ଓ ଡକ୍ୟୁମେଣ୍ଟ ଫେରସ୍ତ ପାଇଁ ଏମାନେ ବିଦ୍ୟାଧରକୁ କହୁଥିଲେ । ବିଦ୍ୟାଧର ଧରାଛୁଆଁ ନଦେବାରୁ ୧୬ ତାରିଖରେ ଅପହରଣ କରିଥିଲେ। କିନ୍ତୁ ୧୯ ତାରିଖରେ ପୋଲିସ ନିକଟରେ ଅଭିଯୋଗ ଆସିଥିଲା । ବିଦ୍ୟାଧର ଏମାନଙ୍କ ହେପାଜତରେ ଯାଜପୁରରେ ଆତ୍ମହତ୍ୟା କରିଥିଲେ। ମୃତଦେହ ଚନ୍ଦକା ଆଣି ଗଛରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଚାହୁଁଥିଲେ । କିନ୍ତୁ ସେହି ସମୟରେ ଜଣଙ୍କ ନିକଟକୁ ବଡଗଡ ପୋଲିସର ଫୋନ ଆସିଥିଲା। ପୋଲିସର ଫୋନ ଆସିବା ପରେ ଏମାନେ ମୃତଦେହ ସେଠାରେ ଫିଙ୍ଗି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking