17.1 C
Bhubaneswar
Tuesday, December 9, 2025
Homeଓଡିଶା୫ଟାରେ ବିଜେଡି ନିଷ୍ପତ୍ତି: ତାରା

୫ଟାରେ ବିଜେଡି ନିଷ୍ପତ୍ତି: ତାରା

ଭୁବନେଶ୍ୱର: ବିଜେଡିର ସମର୍ଥନ ଲୋଡିବା ପରେ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ ।  ଅପରାହ୍ମ ୫ଟାରେ ବିଜେଡିର ବୈଠକ ଅଛି । ଆଲୋଚନା କରି ନିଷ୍ପତ୍ତି  ଜଣାଇବେ କହିଛନ୍ତି ତାରା ।ଆଜି କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗ , ନାରୀ ସୁରକ୍ଷା  ପ୍ରସଙ୍ଗରେ ଅନାସ୍ଥା ଭୋଟ ଆଣିଛି । ଅନାସ୍ଥାରେ ସମର୍ଥନ ପାଇଁ ନବୀନଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ତାରା ବାହିନୀପତି । ନବୀନଙ୍କ ଅନୁପସ୍ଥିତିରେ ପ୍ରତାପ ଦେବ ଓ ସାରଦା ଜେନାଙ୍କୁ ଭେଟିଲେ  । ଦୁଇ ଦଳ ନେତାଙ୍କ ମଧ୍ୟରେ କଣ ଆଲୋଚନା ହେଲା ସ୍ପଷ୍ଟ ହୋଇନି । ଏବେ ସମସ୍ତଙ୍କ ମନରେ  ଗୋଟିଏ ପ୍ରଶ୍ନ  କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବରେ ବିଜେଡି ସମର୍ଥନ କରିବ କି ନାହିଁ ?

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking