21.1 C
Bhubaneswar
Monday, December 8, 2025
Homeଓଡିଶା୧୬ ମାସରେ ୭୭୮୯୪ ନିଯୁକ୍ତି ସୃଷ୍ଟି: ହେମନ୍ତ ଶର୍ମା

୧୬ ମାସରେ ୭୭୮୯୪ ନିଯୁକ୍ତି ସୃଷ୍ଟି: ହେମନ୍ତ ଶର୍ମା

ଭୁବନେଶ୍ୱର: ଓୟୁଏଟି  କାର୍ଯ୍ୟକ୍ରମରେ ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଆଗରୁ ଗୋଟିଏ ଶିଳ୍ପ ଗ୍ରାଉଣ୍ଡିଂ ପାଇଁ ୩୦୦ରୁ ୪୦୦ ଦିନ ଲାଗୁଥିଲା । ଏବେ ମାତ୍ର ୧୬୫ ଦିନରେ ଗ୍ରାଉଣ୍ଡିଂ ହେଉଛି । ଜୁନ ୨୦୨୪ରୁ ସେପ୍ଟେମ୍ବର ୨୦୨୫ ଭିତରେ ୭୭୮୯୪ ନିଯୁକ୍ତି ସୃଷ୍ଟି ହୋଇଛି । ସେଥିରୁ  ୫୬୮୫୯ ଓଡିଶାର  ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି ।  ୧୬ ମାସରେ ୨୬୯ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking