30.1 C
Bhubaneswar
Sunday, May 17, 2026
Homeଖେଳବୋଲିଂ କରିବ ଭାରତ

ବୋଲିଂ କରିବ ଭାରତ

ଦୁବାଇ: ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ସୁର୍ଯ୍ୟକୁମାର୍‌ ଯାଦବଙ୍କ ନେତୃତ୍ୱାଧୀନ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଆଜି ଆରମ୍ଭ ହୋଇଛି। ମ୍ୟାଚ ପାଇଁ ଦୁବାଇ ପୋଲିସ ବିଶାଳ ସୁରକ୍ଷା ବ୍ୟବସ୍ଥା କରିଛି, ନିୟମ ଭାଙ୍ଗିଲେ ଦର୍ଶକମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା, ଦେଶକୁ ନିର୍ବାସନ କିମ୍ବା ଜେଲ୍‌ ହୋଇପାରେ। ଦୁହେଁ ଦଳ ଟୁର୍ନାମେଣ୍ଟ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ଉଭୟ ଦଳ ସେମାନଙ୍କର ପ୍ଲେଇଂ ୧୧ରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।

ଭାରତର ପ୍ଲେଇଂ ୧୧: ଅଭିଷେକ ଶର୍ମା, ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ଭର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଆକ୍ସାର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା , ବରୁଣ ଚକ୍ରବର୍ତ୍ତୀ

ପାକିସ୍ତାନର ପ୍ଲେଇଂ ୧୧: ସାହିବଜଡା ଫରହାନ, ସାଇମ ଆୟୁବ, ମହମ୍ମଦ ହରିସ (ଡ), ଫଖର ଜମାନ, ସଲମାନ ଆଗା (ଗ), ହାସନ ନୱାଜ, ମହମ୍ମଦ ନୱାଜ, ଫହିମ ଆଶ୍ରାଫ, ଶାହିନ ଆଫ୍ରିଦି, ସୁଫିଆନ ମୁକିମ, ଅବର ଅହମ୍ମଦ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking