13.1 C
Bhubaneswar
Sunday, December 7, 2025
Homeଓଡିଶାବିଡିଓଙ୍କୁ କ୍ଷମତା: ବିଜେଡିର ଟାର୍ଗେଟ

ବିଡିଓଙ୍କୁ କ୍ଷମତା: ବିଜେଡିର ଟାର୍ଗେଟ

ଭୁବନେଶ୍ୱର: ପଞ୍ଚାୟତିରାଜ  ବ୍ୟବସ୍ଥାକୁ ସଙ୍କୁଚିତ କରୁଛନ୍ତି ସରକାର। ଏନେଇ ଅଭିଯୋଗ ଆଣି ପ୍ରେସମିଟରେ ବର୍ଷିଲା ବିଜେଡି। ନିଜ ରାଜନୈତିକ ଇଚ୍ଛାଶକ୍ତି ପାଇଁ ବିଡିଓଙ୍କୁ ଅଧିକ କ୍ଷମତା ଦେଲେ । ବ୍ଲକ ସ୍ତରରେ ଅନେକ ଛୋଟ ନିଷ୍ପତ୍ତି ବିଡିଓଙ୍କୁ ଦେଇଦେଲେ । ଅଧିକାଂଶ ସ୍ଥାନରେ  ବିଜେଡିର ବ୍ଲକ ଅଧ୍ୟକ୍ଷ  ଥିବାରୁ ଭୟଭୀତ ।  ସରକାରୀ ବାବୁଙ୍କୁ ରାଜନୈତିକ ଅସ୍ତ୍ର କରିବାକୁ ନିଷ୍ପତ୍ତି  । ସରକାର ଆଦେଶକୁ ପ୍ରତ୍ୟାହାର କଲେ ତୀବ୍ର ଆନ୍ଦୋଳନ ହେବ ।  ୩୦ ଜିଲ୍ଲାରେ, ବ୍ଲକରେ ଆନ୍ଦୋଳନ କରିବ ବିଜେଡି । ପ୍ରେସମିଟରେ ଅରୁଣ ସାହୁ, ପ୍ରତାପ ଜେନା ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking