21.1 C
Bhubaneswar
Saturday, December 6, 2025
Homeଓଡିଶାବଜ୍ରାଘାତ ନେଲା ଯୁବକଙ୍କ ଜୀବନ

ବଜ୍ରାଘାତ ନେଲା ଯୁବକଙ୍କ ଜୀବନ

କଳାହାଣ୍ଡି: ବଜ୍ରାଘାତରେ ଚାଲିଗଲା  ଯୁବକଙ୍କ ଜୀବନ।କଳାହାଣ୍ଡି ଜିଲ୍ଲା ନୂଆପଡା ବୋଡେନ ଥାନା ଡୁର୍କାମୁଣ୍ଡା ଗାଁରେ ବଜ୍ରାଘାତ ହୋଇଛି। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।ଚାଷ ଜମିକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଛନ୍ତି ଯୁବକ। ଗୁରୁତରକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking