15.1 C
Bhubaneswar
Saturday, December 6, 2025
Homeଓଡିଶାଗାଁରେ ବୁଲୁଛନ୍ତି ଦୁଇ ଦନ୍ତା: ନାକେଦମ୍ ହେଲାଣି ବନବିଭାଗ କର୍ମଚାରୀ

ଗାଁରେ ବୁଲୁଛନ୍ତି ଦୁଇ ଦନ୍ତା: ନାକେଦମ୍ ହେଲାଣି ବନବିଭାଗ କର୍ମଚାରୀ

ସୁନ୍ଦରଗଡ: ବୈତରଣୀ ନଦୀ ପାର  ହୋଇ ଗାଁରେ ବୁଲୁଛନ୍ତି ଦନ୍ତାହାତୀ । ଆନନ୍ଦପୁର ପୌରପରିଷଦର ତାଳ ଗାଁ ନିକଟରେ ହାତୀ ବୁଲୁଛନ୍ତି ।  କଟକ ବନଖଣ୍ଡ ଅଧୀନ  ଟମକା ଜଙ୍ଗଲରୁ  ୨ ଟି ଦନ୍ତାହାତୀ  ଗତକାଲି ଠାରୁ  ଦେଓଗାଁ ରେଞ୍ଜର  ବିଭିନ୍ନ  ଗାଁ ବୁଲିବା ପରେ  ଶନିଚୋଟା ନିକଟରେ ଅନେକ ସମୟ ରହିଥିଲେ ।   ରାତି ତମାମ ବନ ବିଭାଗ  ସେମାନଙ୍‌କୁ ଟ୍ରାକ କରିବା ସହ  ବିଭିନ୍ନ ଗାଁର  କରେଣ୍ଟ କାଟି କିଭଳି  ସୁରକ୍ଷିତ ଭାବେ  ଜଙ୍ଗଲରେ   ଛାଡି   ହେବ ସେ ନେଇ ପ୍ରୟାସ ଜାରି ରଖିଥିଲେ ବି ସଫଳ ହୋଇପାରୁନାହାନ୍ତି  ବନବିଭାଗ କର୍ମଚାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking