ଭୁବନେଶ୍ୱର: ଦଳ ଉପରେ ବର୍ଷିଲେ ଛାତ୍ର ନେତା ଅଜିତ ବେହେରା । ବିଜେଡିରେ ବାସ୍ତବରେ ଭବିଷ୍ୟତ ଶୂନ । ପ୍ରତିଶ୍ରୁତି ଦେଇଥିବା ନେତାଙ୍କୁ ଅବହେଳା କରାଗଲା । ନିଷ୍ପତ୍ତି ନବୀନଙ୍କ ଚିତ୍ରକୁ ହାନି କରୁଛି । ଆମେ ନୀରବ ରହିବୁ ନାହିଁ । ଦଳରେ ଗୁରୁତ୍ୱ ନରହିଲେ କାହିଁକି ରହିବୁ ।