15.1 C
Bhubaneswar
Monday, February 9, 2026
Homeଓଡିଶାକୋରାପୁଟ ଯିବେ ରାଜ୍ୟପାଳ

କୋରାପୁଟ ଯିବେ ରାଜ୍ୟପାଳ

ଭୁବନେଶ୍ୱର: ଆଜିଠୁ  ରାଜ୍ୟପାଳଙ୍କ  ୪ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତ । ଜୟପୁର ବିମାନ ବନ୍ଦରରେ ପହଞ୍ଚି ସିଧା କୋରାପୁଟ ଯିବେ । କୋରାପୁଟ କଫି ବୋର୍ଡ ଯିବେ ରାଜ୍ୟପାଳ । କଫି ଚାଷୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ । ନାଲକୋ, ହାଲ ଅଧିକାରୀଙ୍କ ସହ ଆଲୋଚନା କରିବେ । କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଅଧିକାରୀଙ୍କ ସହ ଆଲୋଚନା କରିବେ । ସନ୍ଧ୍ୟାରେ ଶାବର ଶ୍ରୀକ୍ଷେତ୍ର ଗସ୍ତ କରି ଶ୍ରୀଜିଉଙ୍କ ଦର୍ଶ ନ କରିବେ ରାଦ୍ୟପାଳ ହରିବାବୁ କମ୍ଭମପାତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking