ଭୁବନେଶ୍ୱର: ଗୁରୁଦିବସରେ ଗୁରୁଙ୍କ ଆନ୍ଦୋଳନ । ରାଜରାସ୍ତାରେ ଶିକ୍ଷକ , ଶିକ୍ଷୟତ୍ରୀ । ୫ ଦଫା ଦାବି ନେଇ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଶତାଧିକ ଶିକ୍ଷକ , ଶିକ୍ଷୟତ୍ରୀ । ଓଡିଶା ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ହୋଇଛି ପ୍ରତିବାଦ ଶୋଭାଯାତ୍ରା । ବ୍ଲକଗ୍ରାଣ୍ଡ ଅନୁଦାନ ପାଇବାରୁ ବଞ୍ଚିତ ହେବା ସହିତ ପେନସନ ଦାବିରେ ସରକାର ବିରୁଦ୍ଧରେ ଏକାଠି ହୋଇଛନ୍ତି ସଂଘ ।










