27.1 C
Bhubaneswar
Thursday, April 30, 2026
Homeଓଡିଶାସ୍କୁଲ ପାଇଁ ପାଠ୍ୟ ଖସଡା- ୨୦୨୫ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ସ୍କୁଲ ପାଇଁ ପାଠ୍ୟ ଖସଡା- ୨୦୨୫ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ପାଇଁ ପାଠ୍ୟ ଖସଡା- ୨୦୨୫ ଉନ୍ମୋଚନ । ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଢିବା , ଗଢିବା ଓଡିଶା ଅଭିଯାନର ଶୁଭାରମ୍ଭ ହୋଇଛି । ସେପ୍ଟେମ୍ବର ୨୦୨୫ରୁ ମାର୍ଚ୍ଚ ୨୬ ଯାଏଁ ଚାଲିବ ଅଭିଯାନ । ପିଲାଙ୍କୁ ମାତୃଭାଷାରେ ଦକ୍ଷ କରିବା ଲକ୍ଷ୍ୟ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking