17.1 C
Bhubaneswar
Sunday, December 7, 2025
Homeଓଡିଶାବସ୍ତା ଅଞ୍ଚଳ ପ୍ରଭାବିତ ହେବ: ସର୍ବୋଚ୍ଚ ଯନ୍ତ୍ରୀ

ବସ୍ତା ଅଞ୍ଚଳ ପ୍ରଭାବିତ ହେବ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ଜଳକା ନଦୀରେ ଏବେ ବନ୍ୟା ସ୍ଥିତି ନାହିଁ କହିଲେ  ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ । ଲଗାଣ ବର୍ଷାକୁ ନେଇ ଜଳ ସଂପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।  ବାଲେଶ୍ୱରର ବସ୍ତା ଅଞ୍ଚଳ ପ୍ରଭାବିତ ହେବ । ଏନେଇ ଜିଲ୍ଲା ପ୍ରଶାସନକୁ ସଜାଗ କରାଯାଇଛି  କହିଲେ । ବୈତରଣୀ ନଦୀ ଜଳସ୍ତର ବିପଦ ତଳେ ପ୍ରବାହିତ । ଗତକାଲି ୧୫ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ପଦ୍ମପୁରରେ ସର୍ବାଧିକ ୮୮ ମିମି  ବର୍ଷା ହୋଇଛି । ମହାନଦୀରେ ଏବେ ବନ୍ୟା ସ୍ଥିତି ନାହିଁ, ଉପରମୁଣ୍ଡରେ ୧୯ ମିମି ବର୍ଷା ହୋଇଛି । ହୀରାକୁଦରେ ଇନଫ୍ଲୋ ବଢିଛି, ୨୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦରେ ଏବେ ୬୨୬.୫୮ ଫୁଟ ଜଳସ୍ତର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking