28.1 C
Bhubaneswar
Wednesday, April 29, 2026
Homeଓଡିଶାଗାଧୋଇବା ବେଳେ ଭାସି ଯାଇ ନାବାଳକ ମୃତ

ଗାଧୋଇବା ବେଳେ ଭାସି ଯାଇ ନାବାଳକ ମୃତ

ଭୁବନେଶ୍ୱର: ଜୋରରେ ଭାସିଗଲେ ୧୨ ବର୍ଷର ନାବାଳକ । ଦାରୁଠେଙ୍ଗ ଜୋରରେ ଗାଧୋଇବା ବେଳେ ଭାସି ଯାଇଥିଲେ । ସୂଚନା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ଏକ ଘଣ୍ଟା ପରେ ଉଦ୍ଧାର ହୋଇଥିଲେ ନାବାଳକ । ପରେ ତାଙ୍କୁ ଦାରୁଠେଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ନାବାଳକକୁ ମୃତ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking