ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଘଟଣା । କୁଳପତିଙ୍କୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂଯ୍ୟବଂଶୀ ସୂରଜ କଡା ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି , ବିଶ୍ୱ ବିଦ୍ୟାଳୟ ସହ ଜଡିତ ନଥିବା କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ଶୈଖିକ ବାତାବରଣ ରଖୁ ନଥିବା ବ୍ୟକ୍ତିଙ୍କ ଉପରେ କାଯ୍ୟାନୁଷ୍ଠାନ ନିଆଯିବ । ବସ୍ତି ବାସିନ୍ଦା ହୋଇଥିଲେ ବି ତାଙ୍କ ପାଇଁ ସମାନ ନିୟମ । ସରକାର ସବୁବେଳେ ଛାତ୍ରଛାତ୍ରୀଙ୍କ ସପକ୍ଷରେ ଏବଂ ସୁରକ୍ଷାରେ ।










