21.1 C
Bhubaneswar
Monday, December 8, 2025
Homeଓଡିଶାଶ୍ରୀମନ୍ଦିର ସୁରକ୍ଷା ନେଇ ସବ୍‌କମିଟି ଗଠନ

ଶ୍ରୀମନ୍ଦିର ସୁରକ୍ଷା ନେଇ ସବ୍‌କମିଟି ଗଠନ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ପରିଚାଳନା କମିଟି ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ୧୪ ସବକମିଟି ଗଠନ ହୋଇଥିବା ନେଇ ସୂଚନା ଦେଲେ । ଶ୍ରୀମନ୍ଦିର ସୁରକ୍ଷା ନେଇ ନୂଆ କରି ସବକମିଟି ଗଠନ ହୋଇଛି । ଗିରିଶଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ନେଇ ସବକମିଟି ଗଠନ ହୋଇଥିଲା । ଶ୍ରୀମନ୍ଦିର  ତତ୍ତ୍ୱ, ଗବେଷଣା, ପ୍ରଚାର ନେଇ ସବକମିଟି ଗଠନ ହୋଇଥିଲା । ଗଜପତି ମହାରାଜ ଅଧ୍ୟକ୍ଷତାରେ ସବକମିଟି ବୈଠକ ହୋଇଛି । ସେତେବେଳେ କଲ୍ୟାଣ ପାଇଁ  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସବକମିଟି ଗଠନ ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking