30.1 C
Bhubaneswar
Saturday, February 14, 2026
Homeଓଡିଶାକୌଣସି ନଦୀରେ ବନ୍ୟା ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

କୌଣସି ନଦୀରେ ବନ୍ୟା ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: କୌଣସି ନଦୀରେ ବନ୍ୟା ନାହିଁ  କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ଆଖୁଆପଦାରେ  ବୈତରଣୀ ସତର୍କ  ସଂକେତ ଉପରେ ଅଛି । ହେଲେ ଏହା ବିପଦ ସଂକେତକୁ ଯିବନି । ୧୬ ବ୍ଲକ ମୁଖ୍ୟାଳୟରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ଜଳସ୍ତର ତଳକୁ  ରହିଥିବାରୁ  ବନ୍ୟାନାହିଁ । ହୀରାକୁଦର ୬ଟି ଗେଟ , ରେଙ୍ଗାଲିରେ ଗୋଟିଏ ଗେଟ ଖୋଲା ଅଛି । ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରରେ ଜଳବନ୍ଦୀ ସ୍ଥିତି  ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking