ନୂଆଦିଲ୍ଲୀ: ଅଗଷ୍ଟ ମାସରେ ୨୦ ବିଲିଅନରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ । ପ୍ରଥମ ଥର ପାଇଁ ଗୋଟିଏ ମାସରେ ୨୦ ବିଲିଅନ ଟପିଲା ଟ୍ରାଞ୍ଜାକ୍ସନ । ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ନେଇ କୃତଜ୍ଞତା ଜଣାଇଲା ଅର୍ଥ ମନ୍ତ୍ରାଳୟ ।