14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଭାରତ –ଋଷର ସମ୍ପର୍କ ସବୁବେଳେ ଦୃଢ: ମୋଦୀ

ଭାରତ –ଋଷର ସମ୍ପର୍କ ସବୁବେଳେ ଦୃଢ: ମୋଦୀ

 ନୂଆଦିଲ୍ଲୀ: ଚୀନରେ  ଭାରତ  ଓ ଋଷ  ମଧ୍ୟରେ ଦ୍ୱିପାକ୍ଷିକ   ବୈଠକ ।  ବୈଠକରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୟାନ ରଖିଛନ୍ତି । କହିଛନ୍ତି,  ଭାରତ – ଋଷର ସମ୍ପର୍କ  ସବୁବେଳେ ଦୃଢ ।  କଠିନ ପରିସ୍ଥିତିରେ ଭାରତ- ଋଷ ଏକାଠି ।  ଭାରତ-ଋଷ ସକରାତ୍ମକ  ଦିଗରେ ଆଗକୁ ବଢୁଛନ୍ତି । ଦୁଇ ଦେଶ କାନ୍ଧରେ  କାନ୍ଧ ମିଳାଇ ଚାଲୁଛନ୍ତି । ୟୁକ୍ରେନର ଶାନ୍ତି ପାଇଁ  ସ୍ଥାୟୀ ସମାଧାନ ଜରୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking