16.1 C
Bhubaneswar
Sunday, December 7, 2025
Homeଓଡିଶାରାଜ୍ୟରେ ୩ ଅର୍ଥନୈତିକ ଜୋନ ହେବ: ଉଷା ପାଢୀ

ରାଜ୍ୟରେ ୩ ଅର୍ଥନୈତିକ ଜୋନ ହେବ: ଉଷା ପାଢୀ

ଭୁବନେଶ୍ୱର: ରାଜ୍ୟରେ ୩ ଅର୍ଥନୈତିକ ଜୋନ ହେବ କହିଲେ ପରିବହନ ସଚିବ ଉଷା ପାଢୀ ।  ଭୁବନେଶ୍ୱର, ପୁରୀ, କଟକ ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ । କ୍ୱାଡ ସିଟି ପ୍ରୋଗ୍ରାମ ଜରିଆରେ ହେବ । ସରକାର ପ୍ଲାନ ରଖିଛନ୍ତି ।  ସୁନାବେଡା, କୋରାପୁଟ, ବରଗଡ , ସମ୍ବଲପୁରକୁ ନେଇ ହେବ ଅନ୍ୟ ଏକ ଜୋନ । ଉତ୍ତରରେ ବି ରାଉରକେଲା, କେନ୍ଦ୍‌ୁଝର, ବଡବିଲକୁ ନେଇ ହେବ ୩ୟ ଜୋନ । ରାଜ୍ୟର ଜିଡିପିରେ ପ୍ରମୁଖ ଦାୟିତ୍ୱ ନେଇଥିବା ସହରମାନଙ୍କୁ ନେଇ ହେବ ଜୋନ । କେବଳ ସହରାଞ୍ଚଳ ନୁହେଁ, ଅର୍ଥନୈତିକ କାରବାର ବୃଦ୍ଧି ସରକାରଙ୍କ ଲକ୍ଷ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking