35.1 C
Bhubaneswar
Saturday, May 9, 2026
Homeଓଡିଶାଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ

ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ

ଭୁବନେଶ୍ୱର: ବାତ୍ୟାକୁ ନେଇ ବଢୁଛି ଭୟ । ଆଇଏମଡି ଜାରି କରିଛି ସାଇକ୍ଲୋଜେନେସିସ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ପାଣିପାଗର ସ୍ଥିତି ନେଇ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ଭାରତ ପାଣିପାଗ ବିଭାଗର ସପ୍ତାହରେ ବଙ୍ଗୋପସାଗର ଉପରେ ଏକ ଲଘୁଚାପର ପୂର୍ବାନୁମାନ କରିଛି। ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ  ଅନୁକୂଳ ପରିସ୍ଥିତି ରହିଛି । ଏହି ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୧ ମେରୁ ୧୬ମେ ଭିତରେ ବଙ୍ଗୋପସାଗରରେ  ଲଘୁଚାପ ଅଧିକ ଘନୀଭୂତ ହେଇ ଅଵପାତର ରୂପ ନେବ। ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା କେବଳ ଏକରୁ ୩୩ ପ୍ରତିଶତ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking