32.1 C
Bhubaneswar
Thursday, March 26, 2026
Homeଓଡିଶାଅପରେସନ୍ ଗଜ: ୮ ନିଶା ମାଫିଆ ଗିରଫ

ଅପରେସନ୍ ଗଜ: ୮ ନିଶା ମାଫିଆ ଗିରଫ

ପଦ୍ମପୁର: ଅପରେସନ୍ ଗଜରେ ଧରାପଡିଲା ନିଶା କାରଭାର ରାକେଟ୍ । ଚାଲାଣ ବେଳେ ୮ ନିଶା ମାଫିଆଙ୍କୁ ଧରିଲା ପଦ୍ମପୁର ପୋଲିସ । ୧ ହଜାରୁ ଅଧିକ ବୋତଲ କୋରେକ୍ସ ଜବତ କଲା ପୋଲିସ । ୧୦ ହଜାରରୁ ଅଧିକ ନିଶା ଟାବଲେଟ୍ ଓ ଇଞ୍ଜେକସନ୍ ମଧ୍ୟ ଜବତ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନିକଟରୁ ୩ କାର୍ ଓ ୨ ବାଇକ୍ ଜବତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking