24.1 C
Bhubaneswar
Sunday, December 7, 2025
Homeଓଡିଶାସାମ୍ବାଦିକଙ୍କୁ ଛୁରାମାଡ

ସାମ୍ବାଦିକଙ୍କୁ ଛୁରାମାଡ

ନବରଙ୍ଗପୁର: ସାମ୍ବାଦିକଙ୍କୁ ଛୁରାମାଡ କଲେ ଯୁବକ । ନିଶାସକ୍ତ ଅବସ୍ଥାରେ ଛୁରାମାଡ କଲେ ଯୁବକ । ଗୁରୁତର ଅବସ୍ଥାରେ  ସାମ୍ବାଦିକଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।  ଅଭିଯୁକ୍ତ ଯୁବକକୁ ନିର୍ଧୁମ ପିଟିଛନ୍ତି ଗ୍ରାମବାସୀ । ଲୋକଙ୍କ ମାଡରେ ଯୁବକ ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking