13.1 C
Bhubaneswar
Sunday, December 7, 2025
Homeଓଡିଶାବଢିବ ଚାଷୀଙ୍କ ପଞ୍ଜୀକରଣ ଅବଧି: ମନ୍ତ୍ରୀ

ବଢିବ ଚାଷୀଙ୍କ ପଞ୍ଜୀକରଣ ଅବଧି: ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କ ପଞ୍ଜୀକରଣ ଅବଧି ବଢିବ । ଅବଧି ବଢିବା ନେଇ ଯୋଗାଣ ମନ୍ତ୍ରୀ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  ସୂଚନା ଦେଇଛନ୍ତି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ଯେଉଁମାନେ  ଚାଷ ଛାଡିଥିଲେ ସେମାନେ ଚାଷକୁ ଫେରୁଛନ୍ତି । ୧୯ ଲକ୍ଷ ୬୬ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଯେଉଁ ଚାଷୀ ରହିଗଲେ ତାଙ୍କ କଥା ବିଚାର ଚାଲିଛି । ଶୀଘ୍ର ନିଷ୍ପତ୍ତି ନିଆଯିବ, ପଞ୍ଜୀକରଣ ଅବଧି ବଢିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking