14.1 C
Bhubaneswar
Saturday, December 6, 2025
Homeଓଡିଶାଦୋକାନ ଉପରେ ମାଡିଗଲା ବସ: ବୃଦ୍ଧ ମୃତ

ଦୋକାନ ଉପରେ ମାଡିଗଲା ବସ: ବୃଦ୍ଧ ମୃତ

କନ୍ଧମାଳ: ଦୋକାନ ଉପରେ  ମାଡିଗଲା ବସ । କନ୍ଧମାଳ ଜିଲ୍ଲା  ବାଲିଗୁଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି  । ଚା ପିଇବାକୁ ଆସିଥିବା ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଏକ ବସକୁ ଓଭରଟେକ ବେଳେ ବ୍ରାହ୍ଣଣୀ ଗାଁ ଛକରେ ଦୁର୍ଘଟଣା ଘଟିଛି । ଦୋକାନୀ ଓ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛିା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking