24.1 C
Bhubaneswar
Monday, May 4, 2026
Homeଓଡିଶାଏଆଇସିସି ଏସ୍‌ସି ପରିଷଦରେ ଭକ୍ତ ଦାସ

ଏଆଇସିସି ଏସ୍‌ସି ପରିଷଦରେ ଭକ୍ତ ଦାସ

ଭୁବନେଶ୍ୱର: ଏଆଇସିସି ଏସ୍‌ସି ବିଭାଗ ପରାମର୍ଶଦାତା ପରିଷଦରେ ଭକ୍ତ ଚରଣ ଦାସ । ୪୧ ଜଣିଆ ପରାମର୍ଶଦାତା ପରିଷଦରେ ପିସିସି ସଭାପତି ଭକ୍ତ ଦାସ । ଏଆଇସିସି ସଭାପତି ଅନୁମୋଦନ କ୍ରମେ ପରିଷଦ ଗଠିତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking