18.1 C
Bhubaneswar
Sunday, February 8, 2026
Homeଓଡିଶାଓଡିଆ ଆଦିବାସୀ ଝିଅଙ୍କୁ ମିଳିବ ପାଇଲଟ୍ ଟ୍ରେନିଂ: ମୁଖ୍ୟମନ୍ତ୍ରୀ

ଓଡିଆ ଆଦିବାସୀ ଝିଅଙ୍କୁ ମିଳିବ ପାଇଲଟ୍ ଟ୍ରେନିଂ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ୍ ହେବା ପାଇଁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ । କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍‌ରେ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ । ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କଲେ ଏହି ବଡ ଘୋଷଣା । ବି- ଏମ୍‌ଏଏଏନ୍ ଅଧୀନରେ କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବ । ଯେଉଁଥିରେ ଆଦିବାସୀ ଝିଅମାନଙ୍କୁ ପାଇଲଟ୍ ହେବା ପାଇଁ ଟ୍ରେନିଂ ଦିଆଯିବ । ଢେଙ୍କାନାଳ ବିରାଶୋକରେ ହେବ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର । ଭୁବନେଶ୍ୱର ବିମାନବନ୍ଦରରେ ଆଧୁନିକ ଏମ୍‌ଆର୍‌ଓ ସୁବିଧା ସ୍ଥାପନ ହେବ । ୧୪ ମାସରେ ଓଡିଶାର ବିମାନବନ୍ଦର ୧୫ଟି ନୂଆ ସ୍ଥାନ ସହ ଯୋଡି ହୋଇଛି । ଓଡିଶାକୁ ସବୁ ସହଯୋଗ ଦିଆଯିବ କହିଲେ କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking