23.1 C
Bhubaneswar
Sunday, February 8, 2026
Homeଓଡିଶାଛାତ୍ରଙ୍କୁ ମାଡ ମାରି ଶିକ୍ଷକ ନିଲମ୍ବିତ

ଛାତ୍ରଙ୍କୁ ମାଡ ମାରି ଶିକ୍ଷକ ନିଲମ୍ବିତ

ଟିଟିଲାଗଡ: ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ଶିକ୍ଷକ ହେଲେ ନିଲମ୍ବିତ । ଶିକ୍ଷକ ପ୍ରତାପ ନନ୍ଦଙ୍କୁ ନିଲମ୍ବନ କଲେ ବ୍ଲକ ଶିକ୍ଷା ଅଧିକାରୀ । ବଳାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ବୁଦ୍ରାମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟଣା । ୨୨ ତାରିଖରେ ଛାତ୍ରଙ୍କୁ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking