25.1 C
Bhubaneswar
Thursday, February 5, 2026
Homeଓଡିଶାବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ମନ୍ତ୍ରୀ

ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ । ଏନେଇ ସୂଚନା ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ମହାପାତ୍ର । ସରାକର ଜମି ଓ ବର୍ଜ୍ୟ ଯୋଗାଇଦେବେ, କମ୍ପାନୀ ତାଙ୍କର ପ୍ଲାଣ୍ଟ ତିଆରି କରିବ । ଟ୍ୱିନ ସିଟିରେ ପ୍ରାଥମିକ ସ୍ତରରେ ପ୍ଲାଣ୍ଟ ହେବ । ପରେ ପରେ ମ୍ୟୁନିସିପାଲଟି କର୍ପୋରେସନରେ ଏହାକୁ କରାଯିବ । ଖୁବଶୀଘ୍ର ବିଭାଗୀୟ ବୈଠକ ବସିବ ଓ ତ୍ୱରିତ ଦିଗରେ କାଯ୍ୟ ଆଗକୁ  ବଢିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking