14.1 C
Bhubaneswar
Sunday, December 7, 2025
Homeଓଡିଶାରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ବିପଦ ସଂକେତ ଉପରେ  ସୁବଣ୍ଣରେଖା ଓ ବୈତରଣୀ । ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ  ଏନେଇ ଜଳ ସଂପଦ ବିଭାଗ ସର୍ୱୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି । କହିଛନ୍ତି, ବୈତରଣୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ସୁବଣ୍ଣରେଖା ନଦୀର ଜଳସ୍ତର ଆହୁରି ବଢିବ । ବଂଶଧାରା ଓ ବୁଢାବଳଙ୍ଗ ନଦୀର ଜଳସ୍ତର ବଢୁଛି । ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ  ଖୋଲାଯାଇଛି । ଏବେ ମହାନଦୀରେ କୌଣସି ବଡ ବନ୍ୟା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking